ଅସ୍ତ ଗଲେ ରବି : ଆଉ ଶୁଭିବନି ‘ନିଃସଙ୍ଗ ପଦାତିକ’ଙ୍କ ପଦଧ୍ୱନି

ଭୁବନେଶ୍ୱର : ‘ଆଇନ ପିଠିରୁ ଚମଡ଼ା ଉତାରି କରିବାକୁ ହବ ଜୋତା.., ବେଆଇନ ଭାବେ ଆଣିବାକୁ ହେବ ମଣିଷର ସ୍ୱାଧୀନତା.. ଭଳି କବିତା ପଙ୍‌କ୍ତିରେ ସେ ସୃଷ୍ଟି କରିଥିଲେ ବିପ୍ଳବର ବହ୍ନି। ‘ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ.., ଆଗାମୀ କାଲିର ଏଇ ପ୍ରଭାତରେ ଖାଲିକର ତମେ ଗୋଲକ ସିଂହାସନ.. ପଙ୍‌କ୍ତିରେ ସେ ଭଗବାନଙ୍କୁ ଆହ୍ୱାନ ଦେବାର ସତ୍‌ସାହସ ବି କରିଥିଲେ। ଖାସ୍‌ ଏଇଥିପାଇଁ କବିତା ସାମ୍ରାଜ୍ୟ ଭିତରେ ବାରି … Continue reading ଅସ୍ତ ଗଲେ ରବି : ଆଉ ଶୁଭିବନି ‘ନିଃସଙ୍ଗ ପଦାତିକ’ଙ୍କ ପଦଧ୍ୱନି